Saturday, January 31, 2026
24.7 C
Odisha

    ଆଜିଠୁ ଓଡ଼ିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ, ଜୁନ୍ ୧୪ ତାରିଖ ଯାଏଁ କଟକଣା ଲାଗୁ

    ଆଗକୁ ପଢନ୍ତୁ

    ପାରାଦୀପ : ଆଜିଠୁ ମାଛଧରା କଟକଣା । ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ କଟକଣା ଲାଗୁ ହୋଇଛି । ଆଜିଠୁ ଜୁନ୍ ୧୫ ତାରିଖ ଯାଏ ମାଛଧରା ଉପରେ ଲାଗିଲା କଟକଣା । ଆସନ୍ତା ଦୁଇମାସ ମାଛ ମାନଙ୍କର ଅଣ୍ଡାଦାନ ସମୟ । ମାଛ ବଂଶ ବୃଦ୍ଧି ଓ ଯାଆଁଳା ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି ସରକାର । ଏନେଇ ପାରାଦୀପ ନେହେରୁ ବଙ୍ଗଳା, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ଏହି ସମୟରେ ବୋଟ୍ ଓ ଡଙ୍ଗା ଗୁଡିକର ମରାମତି କାମ ମଧ୍ୟ ଆରମ୍ଭ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    32 %
    1.9kmh
    86 %
    Sat
    23 °
    Sun
    31 °
    Mon
    32 °
    Tue
    32 °
    Wed
    33 °

    ସମ୍ବନ୍ଧିତ