Saturday, September 19, 2026
24.6 C
Odisha

    ଆଜିଠୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିବେ ।  ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ । ପରେ ଡିସେମ୍ବରରେ ବାକି ୨୭୩ ତହସିଲରେ ସମସ୍ତ ସେବା ଆରମ୍ଭ ହେବ । ତହସିଲ ଅଫିସରେ ପ୍ରବନ୍ଧନ କାର୍ଯ୍ୟାଳୟ ଖୋଲିବ । ତହସିଲଦାରମାନେ ପ୍ରବନ୍ଧନ ଅଧିକାରୀ ଭାବେ ଜମି କିଣାବିକା କାର୍ଯ୍ୟକାରୀ ପାଇଁ ଦାୟିତ୍ବ ତୁଲାଇବେ ।  ଏଣିକି ଅନଲାଇନରେ ସ୍ଲଟ ବୁକ୍ କରି ତହସିଲ ଅଫିସରେ ଜମି ପଞ୍ଜିକରଣ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.8kmh
    100 %
    Sat
    25 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ