Friday, September 11, 2026
27.1 C
Odisha

    ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି । ବୟସ କମ ଥିବାରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରୁ ବାଦ ପଡିଥିଲେ ସେମାନେ ଏଥର ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୨୧ବର୍ଷ ହୋଇଥିବା ଯୁବତୀ ମାନେ ଏଥର ଆବେଦନ କରିପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇ କହିଛନ୍ତି । ନୂଅ ଆବେଦନକାରୀ ମାନେ ଯୋଗ୍ୟ ବିବେଚିତ ହୋଇଥିଲେ ଆସନ୍ତା ମାର୍ଚ୍ଚ ୮ତାରିଖ ମହିଳା ଦିବସରେ ସେମାନଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ । ନୂଆପଡାରେ ଉପନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ ସୁଭଦ୍ରା ପୋର୍ଟାଲ ସେଠାରେ ଖୋଲିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.1 ° C
    27.1 °
    27.1 °
    86 %
    3.2kmh
    94 %
    Fri
    28 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ