Tuesday, October 27, 2026
20.8 C
Odisha

    ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ, ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ

    ଆଗକୁ ପଢନ୍ତୁ

    କଟକ : ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ । ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ ଅନଲାଇନରେ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । www.bseodisha.ac.in ରେ ଲଗଇନ୍ କରି ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    20.8 ° C
    20.8 °
    20.8 °
    97 %
    2.8kmh
    100 %
    Tue
    21 °
    Wed
    22 °
    Thu
    23 °
    Fri
    27 °
    Sat
    27 °

    ସମ୍ବନ୍ଧିତ