Wednesday, October 7, 2026
27.2 C
Odisha

    କେନାଲକୁ ଖସିଲା ଓଡ଼ିଆ ଅଭିନେତା ଅଶ୍ରୁମୋଚନଙ୍କ ଗାଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କେନାଲକୁ ଖସିଲା ଓଡ଼ିଆ ଅଭିନେତା ଅଶ୍ରୁମୋଚନଙ୍କ ଗାଡ଼ି । ଓଲିଉଡ୍ ଅଭିନେତା ଅଶ୍ରୁମୋଚନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ବାରଙ୍ଗ ଥାନା କଳାଝରୀ ସାଇଫନ ନିକଟରେ ଘଟିଛି ଘଟଣା । ସୁଟିଂ ସାରି କାରରେ ଫେରୁଥିବା ବେଳେ ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡ଼ିଛି । କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡ଼ିଛି କାର୍ । ତେବେ ଅଭିନେତା ଅଶ୍ରୁମୋଚନ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ