Friday, March 13, 2026
22.3 C
Odisha

    ଆଜି ଜଟିଆ ଷ୍ଟିଲ୍ କାରଖାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :   ଆଜି ଯାଜପୁର କଳିଙ୍ଗନଗର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ।  ଯାଜପୁର କଳିଙ୍ଗନଗରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ  ମୁଖ୍ୟମନ୍ତ୍ରୀ।  ଶିଳ୍ପ ସମ୍ପ୍ରସାରଣରେ ମୋଟ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯାଇଛି । ଟାଟା ଷ୍ଟିଲ୍ ବିନିଯୋଗ କରିଛି ୬୩ ହଜାର କୋଟି ଟଙ୍କା । ଟାଟା ଷ୍ଟିଲର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ନୀଳାଚଳ ଇସ୍ପାତ କାରଖାନାରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ଭୂମିପୂଜା ହେବ । ଜଟିଆ ଷ୍ଟିଲ୍ କାରଖାନାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସାଇଜର ଓ ଟିୱାଇକେ କାରଖାନା ସହ ଅନ୍ୟ ୧୦ଟି ନୂଆ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏପ୍ରକଳ୍ପ ସାହାଯ୍ୟରେ ରାଜ୍ୟରେ ୩୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    20 %
    1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    38 °
    Tue
    37 °

    ସମ୍ବନ୍ଧିତ