Monday, January 20, 2025
30 C
Odisha

    ଆଜି ଝଡ଼ବର୍ଷା: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି,

    ଆଗକୁ ପଢନ୍ତୁ

    ସାରା ରାଜ୍ୟରେ କମିବାକୁ ଯାଉଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୩ ଦିନ ଲୋକଙ୍କୁ ପ୍ରବଳ ତାତିରୁ ଆଶ୍ୱସ୍ତି ମିଳିପାରିବ । ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ୩ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିପାରେ । ଏହାବ୍ୟତୀତ ୫ଟି ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ । ଏ ନେଇ ଅନୁଗୁଳ, ଡେଙ୍କାନାଳ, ଯାଜପୁର ଏବଂ କଟକ ୫ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆଜି ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ହେବା ସହ ଝଡ଼ ତୋଫାନ ହେବାର ଆକଳନ କରାଯାଇଛି । ସେହିପରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ୪୦ରୁ ୫୦ କି.ମି ବେଗରେ ପବନ ବହିପାରେ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    11 %
    3kmh
    0 %
    Mon
    30 °
    Tue
    32 °
    Wed
    33 °
    Thu
    34 °
    Fri
    34 °

    ସମ୍ବନ୍ଧିତ