Friday, April 3, 2026
39.1 C
Odisha

    ଆଜି ଭୁବନେଶ୍ବରରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ଭୁବନେଶ୍ବରରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ । ଦିଲ୍ଲୀ ଏମ୍ସରେ ଶବ ବ୍ୟବଛେଦ ସରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଭୁବନେଶ୍ବରରେ ମୃତଦେହ ପହଂଚିବା ପରେ ପୀଡିତାଙ୍କ ଗାଁ ବାୟାବର ନୂଆ ଗୋପାଳପୁର ବସ୍ତିକୁ ନିଆଯିବ । ସେଠାରେ ତାଙ୍କୁ କବର ଦିଆଯିବ। ଏଥିପାଇଁ ଗାଁରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୪ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟାରେ ଆଖି ବୁଜିଥିଲେ। ଗତ ୧୯ ତାରିଖରେ ନିମାପଡ଼ା ବାୟାବର ଗାଁର ୧୫ ବର୍ଷର ନାବାଳିକାଙ୍କୁ ଭାର୍ଗବୀ ନଦୀ କୂଳରେ ଏକ ନିଛାଟିଆ ସ୍ଥାନରେଜିଅନ୍ତା ଜାଳି ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ