Wednesday, July 15, 2026
26.6 C
Odisha

    ଆମେରିକାରେ ପୁଣି ବିମାନ ଦୁର୍ଘଟଣା: ଖସିପଡିଲା ଜଳନ୍ତା ଅଂଶ, ଜଳିଗଲା ଘର

    ଆଗକୁ ପଢନ୍ତୁ

    ୱାସିଂଟନ: ଆମେରିକାରେ ପୁଣି ବିମାନ ଦୁର୍ଘଟଣା । ଉଡାଣ ଭରିବା ସମୟରେ ପୁଣି ବିମାନ ଦୁର୍ଘଟଣା । ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିବା ବେଳେ ଅଘଟଣ । ଦୁର୍ଘଟଣା ପରେ ଜଳିଗଲା ବିମାନ ଆଉ ବିମାନର ଜଳନ୍ତା ଅଂଶ ପଡି ଅନେକ ଘର ଜଳିଯାଇଥିବା ସୂଚନା ମିଳିଛି ।ତେବେ ଗତକଲି ସଂଧ୍ୟାରେ ବିମାନଟି ଉଡାଣ ଭରିବା ବେଳେ ଦୁର୍ଘଟଣା ହୋଇଛି । ସେହିପରି ଏହା ଏକ ଏୟାରକ୍ରାଫ୍ଟ ଥିଲା । ତେବେ ଦୁଇ ଦିନ ତଳେ ମଝି ଆକାଶରେ ବିମାନ ଓ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ରେଗନ ଏୟାରପୋର୍ଟ ନିକଟରେ ଘଟିଥିବା ଏହି ଭୟାନକ ଦୁର୍ଘଟଣାରେ ୬୭ ଜଣଙ୍କ ଜୀବନ ଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    81 %
    1.1kmh
    100 %
    Tue
    26 °
    Wed
    29 °
    Thu
    30 °
    Fri
    28 °
    Sat
    27 °

    ସମ୍ବନ୍ଧିତ