Sunday, October 4, 2026
28.6 C
Odisha

    ଆମ୍ବକୁ ଫ୍ରିଜରେ ରଖିଲେ କ’ଣ ହୋଇଥାଏ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଗ୍ରୀଷ୍ମ ଦିନରେ ସବୁ ଫଳ ମଧ୍ୟରେ ଆମ୍ବର ଚାହିଦା ଖୁବ୍ ଅଧିକ। ଏଥିରେ ପ୍ରଚୁର ପରିମାଣରେ ପାଣି ମହଜୁଦ ଥିବାରୁ ଅଂଶୁଘାତରୁ ରକ୍ଷା କରିଥାଏ। ହେଲେ କିଛି ଲୋକ ଆମ୍ବକୁ ଫ୍ରିଜରେ ରଖିଥାନ୍ତି ତ ପୁଣି କିଛି ବାହାରେ। ଏଭଳି ସ୍ଥିତିରେ ଆମ୍ବକୁ କେଉଁଠି ରଖିବା ଉଚିତ ତାହା ଜାଣିବା ନିହାତି ଜରୁରୀ।
    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଆମ୍ବକୁ ଫ୍ରିଜରେ ରଖିବା କଥା ନୁହେଁ। ଆମ୍ବକୁ ବାହାରେ ରଖିଲେ ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଠିକ୍ ରହିଥାଏ। ଆଉ ଏହା ଆମ ଶରୀର ପାଇଁ ଲାଭଦାୟୀ ହୋଇଥାଏ। ଆଉ ଆପଣ ଯଦି ସାମାନ୍ୟ ଥଣ୍ଡା ଆମ୍ବ ଖାଇବାକୁ ଚାହୁଁଥାନ୍ତି ତେବେ ଖାଇବାର କିଛି ସମୟ ପୂର୍ବରୁ ଫ୍ରିଜରେ ରଖିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ