Tuesday, October 20, 2026
23.4 C
Odisha

    ଆସନ୍ତାକାଲି ହେବ OSSTET ପରୀକ୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବୁଧବାର ଅର୍ଥାତ୍ ଆସନ୍ତାକାଲି ହେବ OSSTET (ଓଏସଏସଟିଇଟି) ପରୀକ୍ଷା। ପରୀକ୍ଷା ସ୍ଥଗିତ ହୋଇ ନାହିଁ, ଆସନ୍ତାକାଲି ହିଁ ଏହା ହେବ ବୋଲି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ସଭାପତି ଆଜି ସ୍ପଷ୍ଟ କରିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ଥିବା କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସ୍ଥଗିତ ନେଇ ଏକ ନୋଟିସ୍ ସାମ୍ନାକୁ ଆସିଥିଲା। ମାତ୍ର ଏହା ନକଲି ବୋଲି ବୋର୍ଡ ସଭାପତି ସ୍ପଷ୍ଟୀକରଣ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.4 ° C
    23.4 °
    23.4 °
    81 %
    1.2kmh
    46 %
    Mon
    23 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ