Wednesday, December 10, 2025
17.9 C
Odisha

    ଆସନ୍ତା ମହିଳା ପର୍ବରେ ମିଳିବ ସୁଭଦ୍ରା ଟଙ୍କା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା ଦେଇଛନ୍ତି। ଆଗକୁ ଆସୁଥିବା ମହିଳାଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଆଗକୁ ମହିଳାଙ୍କ ଉତ୍ସବ ଆସୁଛି, ଏଥିରେ ସୁଭଦ୍ରା ଟଙ୍କା ଦିଆଯିବ। ପର୍ଯ୍ୟାୟ କ୍ରମେ ୧ କୋଟି ମହିଳାଙ୍କୁ ସରକାର ସୁଭଦ୍ରା ଟଙ୍କା ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.9 ° C
    17.9 °
    17.9 °
    46 %
    1kmh
    45 %
    Wed
    18 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ