Wednesday, July 22, 2026
23.9 C
Odisha

    ଆସନ୍ତା ୧୮ରେ ଶ୍ରୀମନ୍ଦିର ଯାଞ୍ଚ କରିବ ASIର ବୈଷୟିକ କମିଟି

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିର ଯାଞ୍ଚ କରିବ ASIର ବୈଷୟିକ କମିଟି । ଶ୍ରୀମନ୍ଦିର ଯାଞ୍ଚ କରିବ ASIର ବୈଷୟିକ କମିଟି । ଶ୍ରୀ ମନ୍ଦିର ବୈଷୟିକ କମିଟିର ସଦସ୍ୟମାନେ ମିଶି ଯୁଗ୍ମ ଯାଞ୍ଚ କରିବେ ।  ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭ ଗୃହ,କାନ୍ଥ, ରତ୍ନ ବେଦୀ ସହ ବିଭିନ୍ନ ମନ୍ଦିର ଗୁଡିକର ମଧ୍ୟ ଯାଞ୍ଚ କରାଯାଇଥାଏ ।  ଏହା ଶ୍ରୀମନ୍ଦିର ଗର୍ଭଗୃହର କାନ୍ଥର କଳା ଆସ୍ତରଣର କେମିକାଲ ୱାସ ସହ କୀର୍ତ୍ତିରାଜିର ସୁରକ୍ଷା ଯାଞ୍ଚ କରାଯିବ ।  ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ଏହି ଯାଞ୍ଚ କରିବ ASI l

    ଯାଞ୍ଚ ଶେଷ ହେବା ପରେ ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ବୈଷୟିକ ଯାଞ୍ଚ ରିପୋର୍ଟକୁ ଆଧାର କରି ମନ୍ଦିରର ସଂରକ୍ଷଣ, ମରାମତି ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରାଯିବ । ଶ୍ରୀମନ୍ଦିରର ଐତିହ୍ୟ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ବୈଷୟିକ ଯାଞ୍ଚ କରାଯାଉଥିବାବେଳେ, ଏହାର ରିପୋର୍ଟ ଆଧାରରେ ଭବିଷ୍ୟତର ସଂରକ୍ଷଣ କାର୍ଯ୍ୟ ନିର୍ଦ୍ଧାରଣ ହେବ ବୋଲି ସୂଚନା ମିଳିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    90 %
    2.4kmh
    100 %
    Wed
    24 °
    Thu
    28 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ