Friday, February 20, 2026
34 C
Odisha

    ଆସନ୍ତା 20ରୁ ବୌଦ୍ଧକୁ ଗଡ଼ିବ ଟ୍ରେନ୍,ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ବୌଦ୍ଧ : ଆସନ୍ତା 20 ତାରିଖରୁ ବୌଦ୍ଧ ଜିଲ୍ଲାକୁ ଗଡ଼ିବ ଟ୍ରେନ୍ । ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାକୁ ଗଡ଼ିବ 3ଟି ଟ୍ରେନ । କିନ୍ତୁ ପ୍ରତିଦିନ ବଲାଙ୍ଗୀର-ସୁବର୍ଣ୍ଣପୁର ପାସେଞ୍ଜର ଟ୍ରେନ ଚାଲିବ । 2ଟି ସାପ୍ତାହିକ ଟ୍ରେନ ବୌଦ୍ଧ-ଭୁବନେଶ୍ବର, ବୌଦ୍ଧ-ସମ୍ବଲପୁର ଚାଲିବ । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    14 %
    2.9kmh
    2 %
    Fri
    33 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ