Thursday, July 9, 2026
26.7 C
Odisha

    ଇଣ୍ଡିଗୋ ବିମାନକୁ ବୋମା ଧମକ, ବିମାନ ଉଡ଼ାଣ ରଦ୍ଦ, ଯାଞ୍ଚ ଆରମ୍ଭ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ : ଲକ୍ଷ୍ନୌରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ । ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସୀ ଆଲର୍ଟ ହୋଇଯାଇଛି ।

    ଖବର ମୁତାବକ, ଲକ୍ଷ୍ନୌରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ବୋମା ଧମକ ମିଳିଥିଲା । ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଧମକ ମିଳିବାରୁ ବିମାନକୁ ରୋକି ଦିଆଯାଇଥିଲା । ବିମାନକୁ ରୋକା ଯାଇ ବ୍ୟାପକ ସୁରକ୍ଷା ଯାଞ୍ଚ ଆରମ୍ଭ କରାଯାଇଛି । ବିମାନ ଏବଂ ଯାତ୍ରୀଙ୍କ ଜିନିଷ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ସୁରକ୍ଷା ଏଜେନ୍ସୀ ଧମକ କେଉଁଠୁ ଆସିଛି, ତାହା ଯାଞ୍ଚ କରୁଛନ୍ତି ।

    ଗତବର୍ଷ ଆଜିର ଦିନରେ ଏୟାର ଇଣ୍ଡିଆର AI 171 ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଥିବା ୨୪୦ ଜଣ ପ୍ରାଣ ହରାଇଥିଲେ । କେବଳ ଜଣେ ମାତ୍ର ଯାତ୍ରୀ ବଞ୍ଚିଯାଇଥିଲେ । ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡିଥିଲା । ଫଳରେ ଏଠାରେ ଥିବା ଅନେକ ପିଲା ଏବଂ ସ୍ଥାନୀୟ ଲୋକଙ୍କ ଜୀବନ ଚାଲିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    81 %
    2kmh
    98 %
    Wed
    26 °
    Thu
    29 °
    Fri
    24 °
    Sat
    23 °
    Sun
    25 °

    ସମ୍ବନ୍ଧିତ