Wednesday, October 7, 2026
22.1 C
Odisha

    ଇରାନର ଏଫ୍‌-୧୪ ଜେଟ୍‌କୁ ଖସାଇଲା ଇସ୍ରାଏଲ

    ଆଗକୁ ପଢନ୍ତୁ

    ଜେରୁଜେଲମ : ଇସ୍ରାଏଲ ପକ୍ଷରୁ ଗତକାଲି ଇରାନର ଇସ୍‌ପାହାନ ବିମାନ ବନ୍ଦର ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଇରାନ ବାୟୁସେନାର ଏକ ଏଫ୍‌-୧୪ ଯୁଦ୍ଧବିମାନ ନଷ୍ଟ ହୋଇଥିବାର ସୂଚନା ମିଳିଛି। ଏହାବ୍ୟତୀତ ଇସ୍ରାଏଲର ଲଢୁଆ ଜେଟ୍‌ଗୁଡିକ ଇରାନ ରାଜଧାନୀ ତେହେରାନରେ ଥିବା ତୈଳ ଡିପୋ ଏବଂ ବିଶୋଧନାଗାର ଉପରେ ବୋମାମାଡ କରିଥିବା ଜଣାପଡିଛି। ଏହି ଆକ୍ରମଣ ପାଇଁ ଇରାନ ପକ୍ଷରୁ ଇସ୍ରାଏଲ ଓ ଆମେରିକାକୁ ଦାୟୀ କରାଯାଇଛି। ଆମେରିକା ଏହାର ଫଳ ଭୋଗିବ ବୋଲି ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ