Friday, October 2, 2026
22.2 C
Odisha

    ଇରାନର ନୂଆ ସାମରିକ ମୁଖ୍ୟ ନିଯୁକ୍ତ ହେଲେ ଅବଦୋଲରହିମ୍ ମୁସାଭି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ତେହେରାନ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଆଜି ନୂତନ ସାମରିକ କମାଣ୍ଡର ନିଯୁକ୍ତ କରିଛନ୍ତି। ଖାମେନି ସଶସ୍ତ୍ର ବାହିନୀର ନୂତନ ଚିଫ୍ ଅଫ୍ ଷ୍ଟାଫ୍ ଭାବରେ ଅବଦୋଲରହିମ୍ ମୁସାଭି, ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସର ନୂତନ କମାଣ୍ଡର ଭାବରେ ମହମ୍ମଦ ପାକ୍ପୌର ଏବଂ ଖତମ୍ ଅଲ୍-ଅନବିୟା କେନ୍ଦ୍ରୀୟ ମୁଖ୍ୟାଳୟର ନେତୃତ୍ୱ ନେବା ପାଇଁ ଅଲି ସାଦମାନିଙ୍କୁ ନାମିତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ