Friday, October 2, 2026
22.2 C
Odisha

    ରାଷ୍ଟ୍ରପତି ଭବନ ପରିସରରେ ରଜପର୍ବ ଆୟୋଜନ ବାତିଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଚଳିତ ୨୦୨୫ରେ ରାଷ୍ଟ୍ରପତି ଭବନ ପରିସରରେ ରଜ ପର୍ବ ଆୟୋଜନ ହେବନାହିଁ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ଯୋଗୁଁ ସମଗ୍ର ଦେଶରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ଦୃଷ୍ଟିରୁ ରାଷ୍ଟ୍ରପତି ଭବନ ଆସନ୍ତା ରଜପର୍ବ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ପୂର୍ବରୁ ୨୦୨୩ରେ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ରେଳ ଦୁର୍ଘଟଣା ଯୋଗୁଁ ରଜପର୍ବ ଆୟୋଜନ ବନ୍ଦ ରହିଥିଲା। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଦଭାର ଗ୍ରହଣ ପରେ ରାଷ୍ଟ୍ରପତି ଭବନ କଲ୍‌ଚରାଲ ସେଣ୍ଟର ଦ୍ୱାରା ଆୟୋଜିତ ରଜପର୍ବ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିଲ୍ଲୀ ଦରବାରରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ