Friday, October 2, 2026
24.8 C
Odisha

    ଇରାନ ଓ ଆମେରିକା ଯୁଦ୍ଧ, ଭୁବନେଶ୍ୱର ବିମାନ ବନ୍ଦରରୁ ସିଙ୍ଗାପୁରକୁ ବିମାନ ସେବା ବାତିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ସିଙ୍ଗାପୁରକୁ ବିମାନ ସେବା ବାତିଲ କରାଯାଇଛି । ଇରାନ ଓ ଆମେରିକା ଯୁଦ୍ଧ ପ୍ରଭାବ ପାଇଁ ପୂର୍ବରୁ ଭୁବନେଶ୍ୱରରୁ ଦୁବାଇକୁ ଫ୍ଲାଇଟ ବାତିଲ କରାଯାଇଥିଲା । ଆଜି ସିଙ୍ଗାପୁରକୁ ବିମାନ ସେବା ବାତିଲ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ