Friday, January 30, 2026
29.7 C
Odisha

    ଉଡ଼ାଣ ପୂର୍ବରୁ ଯାନ୍ତ୍ରିକତ୍ରୁଟି ପରିଲକ୍ଷିତ, ଦୁର୍ଘଟଣାରୁ ବର୍ତ୍ତିଲା ଷ୍ଟାର୍ ଏୟାରର ବିମାନ ଏସ୍ -୫୨୨୯

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା । ଉଡ଼ାଣ ପୂର୍ବରୁ ଯାନ୍ତ୍ରିକତ୍ରୁଟି ପରିଲକ୍ଷିତ । ଝାରସୁଗୁଡ଼ା ବିମାନ ବନ୍ଦରରୁ ଷ୍ଟାର୍ ଏୟାରର ବିମାନ ଏସ୍ -୫୨୨୯ ଭୁବନେଶ୍ବର ଅଭିମୁଖେ ଉଡ଼ାଣ ବେଳେ ଇଞ୍ଜିନର ପ୍ରୋପେଲରରେ ସମସ୍ୟା ଦେଖାଦେଇଥିଲା । ତୁରନ୍ତ ବିମାନକୁ ଅବତରଣ କରାଯାଇଥିଲା । ବିମାନରେ ୭୦ଜଣ ଯାତ୍ରୀ ରହିଥିବା ବେଳେ ଭୁବନେଶ୍ବର ଅଭିମୁଖେ ଉଡ଼ାଣ ଭରୁଥିଲା ।

    ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ପରେ ଟେକ୍ ନିସିଆନ୍ ଓ ଇଞ୍ଜିନିୟର ଆସି ଯାଞ୍ଚ କରିଥିଲେ । ଯାଞ୍ଚ ପରେ ପ୍ରୋପେଲରରେ ତ୍ରୁଟି ସାମନାକୁ ଆସିଥିଲା । ତେବେ ଲକ୍ଷ୍ନୌରୁ ଝାରସୁଗୁଡ଼ା ଆସିବା ବେଳେ ମଝି ଆକାଶରେ କୌଣସି ପକ୍ଷୀ ପ୍ରୋପେଲରରେ ମାଡ଼ ହୋଇଥିବା ନେଇ ଇଞ୍ଜିନିୟରମାନେ ଆଶଙ୍କା କରୁଛନ୍ତି । ତେବେ ଏପର୍ଯ୍ୟନ୍ତ କୋୖଣସି ପ୍ରକାର ପକ୍ଷୀ ମାଡ଼ ହୋଇଥିବା ନେଇ ସ୍ପଷ୍ଟ ହୋଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    30 %
    1.7kmh
    60 %
    Fri
    31 °
    Sat
    32 °
    Sun
    31 °
    Mon
    33 °
    Tue
    33 °

    ସମ୍ବନ୍ଧିତ