Sunday, January 18, 2026
13.2 C
Odisha

    ଉତ୍ତରପ୍ରଦେଶର ପଥର ଖାଦନରେ ଫସିଛନ୍ତି ୧୫ ଶ୍ରମିକ, ଜଣେ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :  ଧସିଲା ପଥର ଖାଦାନ। ଜଣେ ଶ୍ରମିକଙ୍କ ମୃତ୍ୟୁ । ଫସିଛନ୍ତି ୧୫ରୁ ଅଧିକ ଶ୍ରମିକ। ଉତ୍ତରପ୍ରଦେଶ ସୋନଭଦ୍ର ଅଞ୍ଚଳରେ ଏକ ପଥର ଖାଦାନରେ ୧୫ରୁ ଅଧିକ ଶ୍ରମିକ ଫସିଛନ୍ତି। ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି।NDRF ଓ SDRF ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସଞ୍ଜୀବ ଗଣ୍ଡ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.2 ° C
    13.2 °
    13.2 °
    28 %
    1kmh
    9 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ