Friday, October 2, 2026
29.9 C
Odisha

    ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା ।  ଭତ୍ତା ପ୍ରଦାନରେ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା।  ହିତାଧିକାରୀଙ୍କୁ ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା।  ମଧୁବାବୁ ପେନସନ ଯୋଜନାରେ ଅଧିକ ୬ ଲକ୍ଷ ହିତାଧିକାରୀ ଯୋଡ଼ିହେବେ। ଏ ନେଇ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି।  ୬୦ ବର୍ଷ ହେବା କ୍ଷଣି ଯୋଜନାରେ ସାମିଲ ହେବେ ହିତାଧିକାରୀ।  ବୈଷୟିକ ପରିବର୍ତ୍ତନ ଯୋଗୁ ଭତ୍ତା ମିଳିବାରେ ସମସ୍ୟା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ