Wednesday, March 18, 2026
23.1 C
Odisha

    ଏଲଟିଆର ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଲଟିଆର ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ ଆଜି ରାଜଧାନୀରେ ବଡ଼ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି ।  ହଜାର ହଜାର ସଂଖ୍ୟାରେ ଚାକିରୀ ଆଶାୟୀ ଭୁବନେଶ୍ୱରସ୍ଥିତ ଓଏସ୍ ଏସ୍ ସି କାର୍ଯ୍ୟାଳୟକୁ ଘେରାଉ କରି ଜୋରଦାର ପ୍ରତିବାଦ କରିଥିଲେ ।  ଓଡ଼ିଆ, ଆର୍ଟ୍ସ, ସଂସ୍କୃତ ଓ ହିନ୍ଦୀ ପରି ଚାରିଟି ବିଭାଗର ଏଲଟିଆର ଆଶାୟୀ ଶିକ୍ଷକମାନେ ତୁରନ୍ତ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଦାବି ଉଠାଇ ଧାରଣାରେ ବସିଥିଲେ ।  ଦୀର୍ଘଦିନ ଧରି ଫଳାଫଳ ପ୍ରକାଶ ନ ହେବାରୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।  ହେଲେ ଏହି ଦାବି ପ୍ରତି ଓଏସ୍ ଏସ୍ ସି ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ନ ମିଳିବାରୁ ସଂଘ ଗର୍ଜନ କରିଛି ।  ଯଦି ଶୀଘ୍ର ମେରିଟ୍ ଲିଷ୍ଟ ପ୍ରକାଶ ନ କରାଯାଏ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆଶାୟୀମାନେ ସଚେତନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.1 ° C
    23.1 °
    23.1 °
    49 %
    1.3kmh
    87 %
    Wed
    35 °
    Thu
    35 °
    Fri
    36 °
    Sat
    34 °
    Sun
    36 °

    ସମ୍ବନ୍ଧିତ