Friday, March 13, 2026
28 C
Odisha

    ଏହିମାନେ ରସୁଣ ଖାଉଥିଲେ ସାବଧାନ

    ଆଗକୁ ପଢନ୍ତୁ

    ରୋଷଇ ଘରେ ରସୁଣ ଏକ ଅଭିଛେଦ୍ୟ ଅଙ୍ଗ। ପ୍ରାୟ ତରକାରୀ ଠାରୁ ଆରମ୍ଭ କରି ଶରୀରରେ ମାଲିସ ପଯ୍ୟନ୍ତ ବ୍ୟବହାର କରାଯାଏ। ଏହାଛଡା ଦୈନନ୍ଦିନ ରସୁଣ ଖାଇବା ସ୍ବାସ୍ଥ୍ୟ ପ୍ରତି ଅନେକ ଲାଭଦାୟକ ହୋଇଥାଏ। ରସୁଣ ଖାଇବା ଦ୍ୱାରା କ୍ୟାନ୍‌ସର, ରକ୍ତଚାପ, ମୁଖବ୍ରଣ ଆଦି ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କେଉଁମାନେ ରସୁଣ ଖାଇବା ଅନୁଚିିତ? ତେବେ ଜାଣନ୍ତୁ ସେ ସମ୍ପର୍କରେ…

    – ଶ୍ୱାସ ରୋଗୀ ରସୁଣ ଖାଇବା ଅନୁଚିତ। କାରଣ ରସୁଣରୁ ଏହି ରୋଗୀଙ୍କୁ ଅନେକ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ମିଳିଥାଏ।

    – ଗର୍ଭବତୀମାନେ ରସୁଣ ଖାଇବାରୁ ଦୂରେଇ ରହିବା ଉଚିତ।

    – ଯେକୌଣସି ଅସ୍ତ୍ରୋପଚାର ପୂର୍ବରୁ ରସୁଣ ଖାଇବା ଉଚିତ ନୁହେଁ।

    – ଯଦି ଆପଣଙ୍କର ରସୁଣ ଖାଇବା ପସନ୍ଦ, ତେବେ ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ