Wednesday, August 5, 2026
29.1 C
Odisha

    ଏହି ଦିନ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା…

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ସୁଭଦ୍ରା ହିତାଧିକାରୀଙ୍କୁ ମିଳିସାରିଛି। ସରକାରଙ୍କ ଘୋଷଣା ଅନୁସାରେ ରାଖୀ ପୂର୍ଣ୍ଣିମା ( ଅଗଷ୍ଟ ୯ ତାରିଖ)ରେ ୩ୟ କିସ୍ତି ଟଙ୍କା ମିଳିବ। ଅଗଷ୍ଟ ୯ ତାରିଖ ୧୫ ହଜାର ଟଙ୍କା ଖାତାକୁ ଆସିବ । କେବଳ ଯୋଗ୍ୟ ହିତାଧିକାରୀ ଏହି ସୁଭଦ୍ରା ଯୋଜନାର କିସ୍ତି ପାଇବେ । ଅଯୋଗ୍ୟ ହିତାଧିକାରୀ ଆବେଦନ କରିଲେ ସରକାର ନାଁ କାଟିଦେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.1 ° C
    29.1 °
    29.1 °
    79 %
    1.4kmh
    100 %
    Wed
    29 °
    Thu
    27 °
    Fri
    25 °
    Sat
    29 °
    Sun
    31 °

    ସମ୍ବନ୍ଧିତ