Wednesday, April 23, 2025
29.5 C
Odisha

    ଏହି ୫ଟି ଡ୍ରିଂକ୍ସ ଦ୍ରୁତ ଭାବରେ କିଡ୍ନୀ କୁ କରିଥାଏ କ୍ଷତି

    ଆଗକୁ ପଢନ୍ତୁ

    ଏବେ ତ ଗ୍ରୀଷ୍ମ ଋତୁ। ତେଣୁ ପ୍ରବଳ ଗରମ। ଆଉ ଗରମରୁ ମୁକ୍ତି ପାଇଁ ସମସ୍ତେ କୋଲ ଡ୍ରିଂକ୍ସ କରୁଛନ୍ତି। ତାହା ଆମ ଦେହ ପାଇଁ କେତେ ଭଲ ତାହା ଆସନ୍ତୁ ଜାଣିବା –

    ଡାର୍କ କଲର ସୋଢା –
    କଳା ରଙ୍ଗର ସଫ୍ଟ ଡ୍ରିଂକ୍ସ ରେ ଫସଫୋରିକ ଏସିଡର ମାତ୍ରା ଅଧିକ ରହିଥାଏ, ଯାହାକି କିଡ୍ନୀ ଷ୍ଟୋନ ଓ କିଡ୍ନୀ ଫେଲିୟରର ବିପଦକୁ ବଢ଼ାଇ ଦେଇଥାଏ। ଏହାଛଡା ଏଥିରେ ସୁଗାର ଓ କାଫିନର ମାତ୍ରା ଖୁବ ଅଧିକ ରହିଥାଏ। ଯାହାକି କିଡ୍ନୀ ଉପରେ ଖରାପ ପ୍ରଭାବ ପକାଇଥାଏ।

    ପ୍ୟାକେଟ ଓ ବୋତଲ ଯୁକ୍ତ ଫ୍ରୁଟସ ଡ୍ରିଙ୍କ –
    ପ୍ୟାକେଜଡ଼ ଫ୍ରୁଟସ ଡ୍ରିଙ୍କରେ ନେଚୁରାଲ ଜୁସ ଅପେକ୍ଷା ଅଧିକ ପ୍ରିଜର୍ଭଭେଟିବ ଓ ୱାଡେଡ଼ ସୁଗାର ରହିଥାଏ। ଏହା କେବଳ ମଧୁମେହର ବିପଦ ନୁହେଁ ବରଂ କିଡ୍ନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। କାହିଁକିନା ଏହି ଡ୍ରିଂକ୍ସ ଶରୀରରେ ଟାକ୍ସିନ ବଢ଼ାଇଥାଏ।

    ଏନର୍ଜି ଡ୍ରିଂକ୍ସ –
    ଏନର୍ଜି ଡ୍ରିଂକ୍ସରେ ଥିବା ହାଇ କାଫିନ ଓ ସୁଗାର କଣ୍ଟେଣ୍ଟ ଦ୍ୱାରା କିଡ୍ନୀ ଉପରେ ଖରାପ ପ୍ରଭାବ ପଡେ, ଏହା ଶରୀରରେ ୟୁରିନେସନ ବଢ଼ାଇଥାଏ। ଯାହାଦ୍ୱାରା ଶରୀର ଜଳୀୟ ଅଂଶ ହ୍ରାସ ହୋଇଥାଏ ଏବଂ କିଡ୍ନୀ ଉପରେ ପ୍ରଭାବ ପଡିଥାଏ।

    ସ୍ପୋର୍ଟ୍ସ ଡ୍ରିଂକ୍ସ –
    ସ୍ପୋର୍ଟ୍ସ ଡ୍ରିଂକ୍ସକୁ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଇ ଥାଏ, କିନ୍ତୁ ଏଥିରେ ହାଇ ସୋଡିୟମ ଓ ଅଡେଡ଼ ସୁଗାର ରହିଥାଏ। ଯାହାକୁ ନିୟମିତ ସେବନ ଦ୍ୱାରା କିଡ୍ନୀ ଉପରେ ଖରାପ ପ୍ରଭାବ ପଡିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    13 %
    1.5kmh
    8 %
    Wed
    43 °
    Thu
    44 °
    Fri
    44 °
    Sat
    45 °
    Sun
    43 °

    ସମ୍ବନ୍ଧିତ