ଖବରରାଜ୍ୟ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୯ ଓଏଏସଙ୍କୁ ବଦଳି By Sidharth August 17, 2024 14 0 ଆଗକୁ ପଢନ୍ତୁ Sidharth ଭୁବନେଶ୍ୱର:OAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୨୯ ଜଣ ଓଏଏସଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜସ୍ବ ବିଭାଗରେ ଏହି ବଡ଼ ଧରଣର ଅଦଳବଦଳ ହୋଇଛି । କିଛି ତହସିଲଦାରଙ୍କ ସହ ମୋଟ ୨୯ ଓଏଏସ ଅଫିସରଙ୍କ ବଦଳି ହୋଇଛି। Continue Reading ଖବରରାଜ୍ୟ Tagsstate Share FacebookTwitterPinterestWhatsApp Previous articleଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୪୫ ର ବିଭିନ୍ନ ଅଞ୍ଚଳ ବୁଲି ସମସ୍ୟା ବୁଝିଲେ ବିଧାୟକNext articleପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନର ଏହି ମହିଳା ଅନ୍ୟାନ୍ୟ ଖବର ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ତପନ ସେଠୀ, ଏକକାଳୀନ ୭ଟି ସ୍ଥାନରେ ରେଡ୍ ବିଜୟା ଦଶମୀରେ ଖସିଲା ସୁନା ଓ ରୁପା ଦାମ୍, କିଣିବା ପୂର୍ବରୁ ଦର ଉପରେ ପକାନ୍ତୁ ନଜର ଶ୍ରୀମନ୍ଦିରରେ ଆଜି ବିଜୟା ଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ଅନୁଗୋଳରେ ୬୭ତମ ପୋଲିସ ସହିଦ ଦିବସ ପାଳିତ, ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି କଲେଜ ଛକ ନିକଟରେ ଅଗ୍ନିକାଣ୍ଡ, ଅଳ୍ପକେ ଟଳିଲା ବଡ଼ ଅଘଟଣ ପାଣିପାଗ Odisha clear sky enter location 22 ° C 22 ° 22 ° 78 % 1.1kmh 0 % Thu 22 ° Fri 30 ° Sat 29 ° Sun 27 ° Mon 28 ° ସମ୍ବନ୍ଧିତ ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ତପନ ସେଠୀ, ଏକକାଳୀନ ୭ଟି ସ୍ଥାନରେ ରେଡ୍ ଶ୍ରୀମନ୍ଦିରରେ ଆଜି ବିଜୟା ଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ଅନୁଗୋଳରେ ୬୭ତମ ପୋଲିସ ସହିଦ ଦିବସ ପାଳିତ, ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି କଲେଜ ଛକ ନିକଟରେ ଅଗ୍ନିକାଣ୍ଡ, ଅଳ୍ପକେ ଟଳିଲା ବଡ଼ ଅଘଟଣ