Tuesday, September 8, 2026
29.8 C
Odisha

    ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ନିକଟସ୍ଥ ସାନମୌଦା ଓଡିଶା ବିଦ୍ୟାଳୟଠାରେ ଶନିବାର ପୂର୍ବାହ୍ନ ୧୦ ଘଟିକାଠାରେ ହଠାତ୍ ନିଆଁ ଲାଗିଯିବାରୁ ସେଠାରେ ଥିବା ଲକ୍ଷାଧିକ ଟଙ୍କାର ବେଞ୍ଚ୍ ଓ ଡେସ୍କ୍ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।ବିଦ୍ୟାଳୟର ଅଧକ୍ଷ ପ୍ରତାପ ଚନ୍ଦ୍ର ବେହେରାଙ୍କ ଠାରୁ ପ୍ରକାଶ ଯେ ଅଗ୍ନିକାଣ୍ଡରେ ୫ ଲକ୍ଷରୁ ଅଧିକ ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି । ତେବେ ଅଳ୍ପକେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବର୍ତ୍ତିଯାଇଛନ୍ତି । ତେବେ ନିଆଁ ଲାଗିବାର କାରଣ ଅଷ୍ପସ୍ଟ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ