Monday, May 18, 2026
29.8 C
Odisha

    ଓପିଏସସିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ଲୋକସେବା ଆୟୋଗ-ଓପିଏସସିଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ଓପିଏସସିରେ ଅଛନ୍ତି କିଛି ଅହଂକାରୀ ବ୍ୟକ୍ତି । କମିଶନ ଖୁବ ଜିଦଖୋର । ନିଜକୁ ବହୁତ ବଡ଼ ଭାବୁଛନ୍ତି । ଏଥିପାଇଁ ଭୁଲ କଲେ ବି କମିଶନ ସ୍ବୀକାର କରୁନାହାନ୍ତି । ଓଜେଏସ ମୂଲ୍ୟାୟନ ପ୍ରକ୍ରିୟାରେ ଭୁଲକୁ ସ୍ବୀକାର କରିନଥିବାରୁ ସୁପ୍ରିମକୋର୍ଟ ଓପିଏସସି ଉପରେ ବର୍ଷିଛନ୍ତି । ସୁପ୍ରିମକୋର୍ଟଙ୍କ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଦୀପଙ୍କର ଦତ୍ତ ଓ ବିଚାରପତି ବିଜୟ ବିଷ୍ଣୋୟୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଓପିଏସସି ପକ୍ଷରୁ ଦାୟର ଆବେଦନକୁ ଖାରଜ କରିଦେଇଛନ୍ତି ।

    ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ମୂଲ୍ୟାଙ୍କନରେ ତ୍ରୁଟିକୁ ଅଣଦେଖା କରାଯାଇ ପାରିବନି। ଓପିଏସି ନିଜକୁ ବହୁତ ବଡ଼ ଭାବୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    54 %
    2.2kmh
    87 %
    Sun
    30 °
    Mon
    41 °
    Tue
    44 °
    Wed
    46 °
    Thu
    46 °

    ସମ୍ବନ୍ଧିତ