Wednesday, July 16, 2025
30.7 C
Odisha

    କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା, ବିମାନବନ୍ଦରରୁ ଆରମ୍ଭ ପୁରୀରେ ଶେଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୧୮ରୁ କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା ।ଭୁବନେଶ୍ୱରରୁ ଆରମ୍ଭ ହେବ ପଦଯାତ୍ରା । ବିମାନବନ୍ଦରରରୁ ଲିଙ୍ଗିପୁର ଓ ଲିଙ୍ଗିପୁରରୁ ପିପିଲି ଯାଏଁ ପଦଯାତ୍ରା । ପଦଯାତ୍ରାରେ ସାମିଲ ହେବେ ପିସିସି ସଭାପତି । କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ସାମିଲ ହେବେ । ୧୯ରୁ ତେଇଶପୁର ପର୍ଯ୍ୟନ୍ତ ଯିବ ପଦଯାତ୍ରା । ଚନ୍ଦନପୁରରେ ରାତ୍ରିଯାପନ କରିବେ କଂଗ୍ରେସ ନେତା । ୨୦ରୁ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟମଙ୍ଗଳାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ । ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ ଦାସ । ଓଡ଼ିଶାର ଉନ୍ନତି ପାଇଁ ପଦଯାତ୍ରା କରାଯାଉଥିବା କହିଲେ ପଦଯାତ୍ରା ଅଧ୍ୟକ୍ଷ ଦେବାଶିଷ ପଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.7 ° C
    30.7 °
    30.7 °
    68 %
    1kmh
    100 %
    Wed
    31 °
    Thu
    33 °
    Fri
    33 °
    Sat
    30 °
    Sun
    31 °

    ସମ୍ବନ୍ଧିତ