Friday, April 3, 2026
39.1 C
Odisha

    କଟକରେ ବି ୨ ଘଣ୍ଟା ଫୁଟିବ ବାଣ, ଗଳିକନ୍ଦିରେ ପୋଲିସ କରିବ ପେଟ୍ରୋଲିଂ

    ଆଗକୁ ପଢନ୍ତୁ

    କଟକ : ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଭୁବନେଶ୍ବର ଭଳି କଟକରେ ବି ୨ ଘଣ୍ଟା ଫୁଟିବ ବାଣ । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସହରବାସୀକୁ ଅପିଲ କରିଛନ୍ତି କଟକ ଡିସିପି । ଗଳିକନ୍ଦିରେ ପୋଲିସ ପେଟ୍ରୋଲିଂ ଚାଲିବ । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିଶନରେଟ୍ ପୋଲିସ । ବାଣ ଫୁଟାଇବା ସମୟରେ ଛୋଟ ପିଲାମାନଙ୍କ ପାଖରେ ଅଭିଭାବକ ଉପସ୍ଥିତ ରହିବା ଉଚିତ । ସବୁଜ ବାଣ ବ୍ୟବହାର କରି ଦୀପାବଳୀ ପାଳନ କରିବାକୁ କହିଛନ୍ତି ଡିସିପି । କାଳୀପୂଜା ଥିବାରୁ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ ରହିବେ ପୋଲିସ । କଡ଼ା ନଜର ରଖିବ ପୋଲିସ, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ