Wednesday, April 1, 2026
30.8 C
Odisha

    କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ CMCର ପଦକ୍ଷେପ, ଡ୍ରୋନରେ କରାଯିବ ସ୍ପ୍ରେ

    ଆଗକୁ ପଢନ୍ତୁ

    କଟକ : କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ CMCର ପଦକ୍ଷେପ। CMC ପକ୍ଷରୁ ମଶାଙ୍କ ବଂଶ ବୃଦ୍ଧି ରୋକିବା ପାଇଁ ଡ୍ରୋନରେ କରାଯିବ ସ୍ପ୍ରେ।ଯେଉଁଠି CMC କର୍ମଚାରୀ ସ୍ପ୍ରେ କରିପାରିବେନି ସେଠି ଡ୍ରୋନରେ ସ୍ପ୍ରେ କରାଯିବ ବୋଲି CMC ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।ଅନ୍ୟପଟେ ମଶା ନିବାରଣ ପାଇଁ କଟକ ସହରରେ ମଶାତେଲ ଛିଞ୍ଚନ କରଯାଉଛି।ମଶାର ଘନତ୍ୱକୁ ଦୃଷ୍ଟିରେ ରଖି ୱାର୍ଡ଼ ସ୍ତରରେ ଦିନକୁ ଦୁଇ ଥର କରି ମଶାତେଲ ଓ ମଶା ଧୂଆଁ ଦିଆଯାଉଛି। ଆଗମୀ ଦିନରେ ଅପହଞ୍ଚ ଅଞ୍ଚଳରେ ଡ୍ରୋନ ଯୋଗେ ମଶା ତେଲ ଛିଞ୍ଚନ କରିବା ପାଇଁ ଯୋଜନା କରିଛି CMC।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ