Friday, September 20, 2024
24.1 C
Odisha

    କଦଳୀ କେତେବେଳେ ଖାଇବା ଉଚିତ

    ଆଗକୁ ପଢନ୍ତୁ

    ଯେବେ ଫଳ ଖାଇବା କଥାଉଠେ କଦଳୀ କଥା ସମସ୍ତେ ସନେ ପକାନ୍ତି । କଦଳୀ ସ୍ୱାସ୍ଥ୍ୟପ୍ରତି ଭଲ ହୋଇଥିବା ବେଳେ ଏହା ସବୁବେଳେ ଓ ସବୁ ସମୟରେ ମିଳେ । କଦଳୀକୁ ସକାଳେ , ମଧ୍ୟାହ୍ନ ଭୋଜନ ଓ ରାତିରେ ମଧ୍ୟ କିଛି ଲୋକ ଖାଇଥାନ୍ତି । କିନ୍ତୁ ଆମକୁ ଜାଣି ରଖିବା ଉଚିତ୍ କଦଳୀ କେତେବେଳେ ଖାଇବା ଉଚିତ୍ । ରାତିରେ ନା ସକାଳେ । ତେବେ ଆସନ୍ତୁ ଜାଣିବା କଦଳୀ ଖାଇବା ନେଇ ଆୟୁର୍ବେଦ କଣ କହୁଛି ।

    ସକାଳୁ କଦଳୀ ଖାଇବାର ଫାଇଦା

    ଆୟୁର୍ବେଦ ଅନୁସାରେ ସକାଳୁ କଦଳୀ ନାସ୍ତା ସହିତ ନିଆଯାଇପାରେ । କିନ୍ତୁ ଗୋଟିଏ କଥା ମନେ ରଖିଭା ଉଚିତ୍ ଯେ କେବେ ମଧ୍ୟ ଖାଲି ପେଟରେ କଦଳୀ ଖାଇବା ଉଚିତ୍ ନୁହେଁ । କଦଳୀ ସାଙ୍ଗରେ ସେଓ କିମ୍ବା ଡାଳିମ୍ବ ଖାଇଲେ ସ୍ବାସ୍ଥ୍ୟପ୍ରତି ବହୁତ ଭଲ । କଦଳୀରେ କଦଳୀରେ ମାଗ୍ନେସିୟମ ପ୍ରଚିର ମାତ୍ରାରେ ଥାଏ । ଫଳରେ ରକ୍ତାରେ କ୍ୟାଲସିୟମ ଓ ମାଗ୍ନେସିୟମର ମିଶ୍ରଣ ବିଗିଡି ଯାଇପାରେ । ଏଥିପାଇଁ ଖାଲିପେଟରେ କେବେ କଦଳୀ ଖାଇବା ଉଚିତ୍ ନୁହେଁ ।

    ରାତିରେ କଦଳୀ…

    ବହୁତ ଲୋକ ରାତିରେ କଦଳୀ ଖାଇବା ପସନ୍ଦ କରନ୍ତି । ରାତିରେ କିମ୍ବା ସନ୍ଧ୍ୟାରେ କଦଳୀ ଖାଇବା ଉଚିତ୍ ନୁହେଁ । କାରଣ ଆପଣଙ୍କୁ କାଶ ହେବାର ସମ୍ଭାବନା ରହିଛି ।

    ଆୟୁର୍ବେଦର କହିବା ଅନୁସାରେ କଦଳୀ ଖାଇବାର ଉଚିତ୍ ସମୟ ହେଉଛି ସକାଳ 8ରୁ ଦିନ 11 ପର୍ଯ୍ୟନ୍ତ । କଦଳୀ ଶରୀରରେ ଏନର୍ଜି ଲେବଲକୁ ବଢାଇଥାଏ । ଯାହାଫଳେ ଶରୀରକୁ ଥକ୍କା ଲାଗିନଥାଏ । ଗୋଟିଏ କଦଳୀରେ 105 କେଲୋରୀ ରହିଥାଏ । କଦଳୀରେ ଥିବା ଭିଟାମିନ୍ ଓ ଫାଇବର ଆପଣଙ୍କ ତ୍ୱଚାରେ ଉଜ୍ଜଳତା ପରିଲିଖିତ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ