Sunday, February 1, 2026
22.3 C
Odisha

    କାନ୍ଥ ଭୁଷୁଡି ୭ ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ବଡ଼ ଅଘଟଣ ।  ବରାହଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରରେ ଅଘଟଣ ହୋଇଛି ।   ଚନ୍ଦନ ଉତ୍ସବ ଚାଲିଥିବା ବେଳେ କାନ୍ଥ ଭୁଷୁଡି ୭ ଜଣଙ୍କ ମୃତ୍ୟୁ ହୋଇଛି ।  ଆହତଙ୍କୁ ଉଦ୍ଧାର କରି ମେଡକାଲରେ ଭର୍ତ୍ତି କରାଯାଇଛି ।  ୨୦ ଫୁଟ ଲମ୍ବର କାନ୍ଥ କେମିତି ଭୁସୁଡିଲା ତାହା ଜଣାପଡି ନାହିଁ ।  ଆଗକୁ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    60 %
    1kmh
    100 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ