Friday, October 2, 2026
22.2 C
Odisha

    କାର୍ଗିଲ ହିରୋ କର୍ଣ୍ଣେଲ ୱାଙ୍ଗଚୁକ୍‌ଙ୍କ ପରଲୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : କାର୍ଗିଲ ଯୁଦ୍ଧରେ ଅଦମ୍ୟ ସାହସ ଓ ବୀରତ୍ବ ପ୍ରଦର୍ଶନ କରି ମହାବୀର ଚକ୍ର ପୁରସ୍କାର ହାସଲ କରିଥିବା ସ୍ଥଳସେନାର ଅବସରପ୍ରାପ୍ତ କର୍ଣ୍ଣେଲ ସୋନମ ୱାଙ୍ଗଚୁକ୍‌ଙ୍କର ଶୁକ୍ରବାର ପରଲୋକ ଘଟିଛି। ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ‘ଲଦାଖର ସୁଯୋଗ୍ୟ ସନ୍ତାନ’ ବୋଲି ଅଭିହିତ କରିବା ସହ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ୧୯୯୯ ମେ’ ୩୦ରେ କର୍ଣ୍ଣେଲ ୱାଙ୍ଗଚୁକ୍‌ ବାଟାଲିକ୍‌ ସେକ୍ଟରରେ ଲଦାଖ ସ୍କାଉଟ୍‌ସର ଏକ କମ୍ପାନୀ ଯବାନଙ୍କ ନେତୃତ୍ବ ନେଇ ୫୫୦୦ ମିଟର ଉଚ୍ଚତାରେ ଅବସ୍ଥିତ ଭାରତୀୟ ଶିବିରକୁ ପାକ୍‌ ସେନା କବ୍‌ଜାରୁ ମୁକ୍ତ କରିଥିଲେ।କାର୍ଗିଲ ହିରୋ କର୍ଣ୍ଣେଲ ୱାଙ୍ଗଚୁକ୍‌ଙ୍କ ପରଲୋକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ