Tuesday, July 22, 2025
32.1 C
Odisha

    କିଟ୍‍ ଓ କିସ୍‍ ପରିଦର୍ଶନ କଲେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍‍ସେ ରବିବାର କିଟ୍‍ ଓ କିସ୍‍ ପରିଦର୍ଶନ କରି ଫେରିଯାଇଛନ୍ତି । ଏହି ଅବସରରେ ସେ କିଟ୍‍ର ସମସ୍ତ କ୍ୟାମ୍ପସ୍‍ ଓ କିସ୍‍ର ବିଭିନ୍ନ ୟୁନିଟ୍‍ ବୁଲିବା ସହ କିଟ୍‍ ଓ କିସ୍‍ର ସମସ୍ତ କ୍ରୀଡ଼ା ଭିତ୍ତିଭୂମି ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କିଟ୍‍ ଓ କିସ୍‍ କ୍ରୀଡ଼ାବିତ୍‍ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଶିକ୍ଷା ସହ କ୍ରୀଡ଼ାର ବିକାଶ ଦିଗରେ ବ୍ୟାପକ ପଦକ୍ଷେପ ବିଶେଷ କରି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ କ୍ରୀଡ଼ାରେ ବ୍ୟାପକ ସୁଯୋଗ ଯୋଗାଇ ଦେଇଥିବାରୁ ସେ ଶ୍ରୀ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.1 ° C
    32.1 °
    32.1 °
    59 %
    2.1kmh
    63 %
    Tue
    33 °
    Wed
    32 °
    Thu
    28 °
    Fri
    24 °
    Sat
    24 °

    ସମ୍ବନ୍ଧିତ