Monday, September 28, 2026
24.7 C
Odisha

    କିମସ ପକ୍ଷରୁ ବ୍ଲଡ ଡୋନର ଡେ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିମସ ପକ୍ଷରୁ ବ୍ଲଡ ଡୋନର ଡେ ପାଳିତ। ରକ୍ତଦାନ ଉପରେ ସଚେତନତା ସୃଷ୍ଟି କରିବା ଲାଗି କିମ୍‍ସ ପକ୍ଷରୁ ଏହା ପାଳିତ ହୋଇଛି। ଏହି ଉପଲକ୍ଷେ ଏକ ୱାକାଥାନ କିମ୍‍ସ ସ୍ଥିତ ମାଇଁ ମଦର ମାଇଁ ହିରୋଠାରୁ ବାହାରି କ୍ୟାମ୍ପସ ୬ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲା। ରକ୍ତଦାନ ପାଇଁ ଆଗେଇ ଆସିବାକୁ ଓ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ କିମ୍‍ସ ପକ୍ଷରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ଏଥିରେ କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଆର୍‍ ସି ଦାସ, କିମ୍‍ସ ମେଡିକାଲ ଅଧୀକ୍ଷକ ଡ. ମାନସ ରଞ୍ଜନ ବେହେରା, ପରାମର୍ଶଦାତା ଡା ଆର ଏନ୍‍ ସାମନ୍ତ, ବ୍ଲଡ୍‍ ଟ୍ରାନସଫ୍ୟୁଜନ ମେଡିସିନ୍‍ ବିଭାଗୀୟ ମୁଖ୍ୟ ଡା ସୁକାନ୍ତ ତ୍ରିପାଠୀ ଓ ଡା ହରୀଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ