Sunday, October 18, 2026
24.8 C
Odisha

    କୁହୁଡି ହେଲା କାଳ; ହସ୍ପିଟାଲକୁ ଧକ୍କାଦେଲା ହେଲିକପ୍ଟର: ଚାଲିଗଲା ୪ ଜୀବନ

    ଆଗକୁ ପଢନ୍ତୁ

    ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର ୨ ପାଇଲଟ୍‌, ଜଣେ ଡାକ୍ତର ଏବଂ ଜଣେ କର୍ମଚାରୀ ଅଛନ୍ତି। ହେଲିକପ୍ଟରଟି ଉଡ଼ାଣ ଆରମ୍ଭ କରିବା ସମୟରେ ହସ୍ପିଟାଲର ଚତୁର୍ଥ ମହଲାରେ ମାଡ଼ ହୋଇ ଖସିପଡ଼ିଥିଲା ବୋଲି ମୁଗ୍‌ଲାର ପ୍ରାଦେଶିକ ଗଭର୍ନର ଅଦ୍ରିସ୍‌ ଆକ୍‌ବିୟିକ କହିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଉଥିବା ଗଭର୍ନର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ