Thursday, April 2, 2026
25.4 C
Odisha

    କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ହୋଇପାରିବ ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମେଗା ସ୍କିମ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ରାଜ୍ୟର ବିଭିନ୍ନ ଜନସେବା କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଯୁବତୀଙ୍କଠାରୁ ମହିଳାମାନେ ସେମାନଙ୍କ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରରେ ଲମ୍ବା ଲାଇନ୍ ଲଗାଉଛନ୍ତି। ଏହାରି ମଧ୍ୟରେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ ବଡ଼ ସୂଚନା ଦେଇଛନ୍ତି। ଦିନକୁ ଦିନ ସୁଭଦ୍ରା ଯୋଜନାରେ ଆବେଦନକୁ ଲାଗି ‘ସୁଭଦ୍ରା’ ଫର୍ମକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ। ସେ କହିଛନ୍ତି ଯେ, ”ଘରେ ରହି ଅନଲାଇନରେ ‘ସୁଭଦ୍ରା’ ଆବେଦନ କରିପାରିବେ ନାହିଁ। କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ଆବେଦନ ହୋଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ