Tuesday, August 4, 2026
27.3 C
Odisha

    କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣରେ ୪ ଓଡ଼ିଆଙ୍କ ମୃତ୍ୟୁ, ୪ ଜଣ ଆହତ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ୍ : ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଆହତମାନଙ୍କ ଭିତରେ ମଧ୍ୟ ୪ ଓଡ଼ିଆ ସାମିଲ ଅଛନ୍ତି । ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ମୃତକ ୪ ଜଣଙ୍କ ଘର ଗଞ୍ଜାମ, କଟକ, ବାଲେଶ୍ୱର ଏବଂ ଯାଜପୁର ବୋଲି ଜଣାପଡ଼ିଛି । ଏଯାଏଁ ବିସ୍ଫୋରଣ ଘଟଣାରେ ୪୨ରୁ ଅଧିକ ଲୋଙ୍କ ମୃତ୍ୟୁ ଘଟିଛି । ପଶାମିଲାରାମ ସିଗାଚି କେମିକାଲ ଫ୍ୟାକ୍ଟ୍ରିରେ କେମିକାଲ ବିସ୍ଫୋରଣ ହୋଇଥିବାବେଳେ ଘଟଣା ସମୟରେ ସେଠାରେ ୯୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.3 ° C
    27.3 °
    27.3 °
    86 %
    0.9kmh
    100 %
    Tue
    28 °
    Wed
    31 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ