Tuesday, May 5, 2026
37.8 C
Odisha

    କ୍ରୀଡା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା

    ଆଗକୁ ପଢନ୍ତୁ

    କଟକ : ଓଡିଶା କ୍ରିକେଟ ଆସୋସିଏସନର ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ । କ୍ରୀଡା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଡକ୍ଟର ସାମନ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି ସ୍ୱର୍ଗତ ସୁମିତ ବୋଷଙ୍କୁ କ୍ରିକେଟ ଗୁରୁ ସମ୍ମାନ ପ୍ରଦାନ କରାଯାଇଛି । ସ୍ୱର୍ଗତ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ପ୍ରଦାନ କରାଯାଇଛି ଜୀବନବ୍ୟାପୀ ସାଧନା ସମ୍ମାନ । ଡକ୍ଟର ମହତାବଙ୍କ ଦାୟାଦ ଲୋକରଞ୍ଜନ ମହତାବ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସେହିପରି କ୍ରିକେଟ କ୍ଷେତ୍ରରେ ଅବଦାନ ପାଇଁ ପଙ୍କଜ ଲୋଚନ ମହାନ୍ତି, ଡକ୍ଟର ପ୍ରମୋଦ ଚନ୍ଦ୍ର ରଥ ଓ ଶୈଳେନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37.8 ° C
    37.8 °
    37.8 °
    29 %
    4.9kmh
    14 %
    Tue
    33 °
    Wed
    39 °
    Thu
    39 °
    Fri
    39 °
    Sat
    41 °

    ସମ୍ବନ୍ଧିତ