Friday, August 21, 2026
28.8 C
Odisha

    ଘନ କୁହୁଡ଼ିରେ ଲୁଚିଗଲା ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ, ନିରାଶ ହୋଇଛନ୍ତି ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଘନ କୁହୁଡ଼ିରେ ଲୁଚିଗଲା କୋଣାର୍କର ବ୍ଲାକ ପାଗୋଡ଼ା । କୁହୁଡ଼ି ଯୋଗୁଁ ଦେଖାଯାଉନି ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ । ମାତ୍ରାଧିକ କୁହୁଡି ଯୋଗୁଁ ଢାଙ୍କି ହୋଇଯାଇଛି କୋଣାର୍କର କାରୁକାର୍ଯ୍ୟ । ଅତି ପାଖରୁ ମଧ୍ୟ ଦେଖିପାରୁନାହିଁନ୍ତି ପର୍ଯ୍ୟଟକ । ଆଜି ନୂଆବର୍ଷରେ କୋଣାର୍କ ବୁଲିବାକୁ ଆସିଥିବାବେଳେ ନିରାଶ ହୋଇଛନ୍ତି ପର୍ଯ୍ୟଟକ । ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.8 ° C
    28.8 °
    28.8 °
    72 %
    3kmh
    94 %
    Fri
    30 °
    Sat
    26 °
    Sun
    26 °
    Mon
    26 °
    Tue
    31 °

    ସମ୍ବନ୍ଧିତ