Sunday, September 20, 2026
24.1 C
Odisha

    କ୍ଷୀର ପାଉଁରୁଟି ଖାଇ ଆବାସିକ ବିଦ୍ୟାଳୟ ର ୬ଜଣ ଛାତ୍ରୀ ଅସୁସ୍ଥ

    ଆଗକୁ ପଢନ୍ତୁ

    ମାଲକାନଗିରି : ମାଲକାନଗିରି ଆଦର୍ଶ ବିଦ୍ୟାଳୟ ର ୬ ଜଣ ଛାତ୍ରୀ ଅସୁସ୍ଥ। ସନ୍ଧ୍ଯା ରେ ବ୍ରେଡ କ୍ଷୀର ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ସମସ୍ତ ଅସୁସ୍ଥ ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ ରେ ଥିବା ଆଦର୍ଶ ଆବାସିକ ବିଦ୍ୟାଳୟ ରେ ଆଜି ରାତିରେ ନୀତିଦିନ ପରି ପିଲାଙ୍କୁ ସନ୍ଧ୍ୟାରେ କ୍ଷୀର ଓ ପାଉଁରୁଟି ଦିଆଯାଇଥିଲା। ତେବେ ଏହି ଖାଦ୍ୟ ଖାଇ ହଟାତ ୬ ଜଣ ଛାତ୍ରୀ ପେଟ ଓ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଭର୍ତି କରିଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ