Wednesday, April 1, 2026
38.4 C
Odisha

    ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ଭିଡ଼ରେ ଆତଙ୍କ ଖେଳାଉଛନ୍ତି । ଆଖି ପିଛୁଳାକେ ଗାଏବ କରୁଛନ୍ତି ଦର୍ଶକଙ୍କ ମୋବାଇଲ, ପର୍ସ ଓ ସୁନା ଅଳଙ୍କାର । ଲୁଟପାଟ କରି ଲୋକଙ୍କ ନିଦ ହଜାଇବା ସହ ପୋଲିସକୁ ନାକେଦମ କଲେଣି । ଲୁଟେରାଙ୍କୁ ଧରିବାକୁ ସ୍ପେଶାଲ ଡ୍ରାଇଭ୍ କରିଛି କମିଶନରେଟ୍ ପୋଲିସ । ଖଣ୍ଡଗିରି ଥାନା ପୋଲିସ ଲୁଟ୍ ପାଟରେ ସମ୍ପୃକ୍ତ ୬ ଜଣଙ୍କୁ କାବୁ କରିଛି । ସେମାନଙ୍କ ଠାରୁ ନଗଦ ଟଙ୍କା ସହ ମୋବାଇଲ ଜବତ ହୋଇଛି । ଭିଡ଼ର ସୁଯୋଗ ନେଇ ଏମାନେ ଆତଙ୍କ ଖେଳାଉଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ