Wednesday, December 17, 2025
20.4 C
Odisha

    ଖୁବଶୀଘ୍ର ବଦଳିବ ୧୦୮ ଆମ୍ବୁଲାନ୍ସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବ୍ୟବହାରଯୋଗ୍ୟ ହୋଇ ନାହିଁ ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଭିତରୁ ଗଳୁଛି ପାଣି । ପୁରୁଣା ହୋଇଗଲାଣି ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ନଷ୍ଟ ହୋଇଯାଇଥିବାବେଳେ ତାହାକୁ ଆଉ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିଲେ ୧୦୮ କର୍ତ୍ତୃପକ୍ଷ ।

    ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ବିଜେଡି ସରକାରବେଳେ ଆରମ୍ଭ କରାଯାଇଥିଲା । ଏହି ଆମ୍ବୁଲାନ୍ସ ସେବା ସାରା ରାଜ୍ୟରେ ସାହାଯ୍ୟକାରୀ ସାବ୍ୟସ୍ତ ହୋଇଛି । ୧୦୮ ଡାଏଲ କରିବା ମାତ୍ରକେ ସ୍ୱଳ୍ପ ସମୟରେ ଆମ୍ବୁଲାନ୍ସ ପହଞ୍ଚିଯାଉଥିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛି ସ୍ଥାନରେ ଏହି ସେବା ଅପହଞ୍ଚ ମଧ୍ୟ ରହିଛି । ଅଚଳ ହୋଇ ପଡ଼ିଥିବା ଖରାପ ୧୦୮ ଆମ୍ବୁଲାନ୍ସର ଖୁବଶୀଘ୍ର ମରାମତି ଆରମ୍ଭ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.3kmh
    0 %
    Wed
    27 °
    Thu
    26 °
    Fri
    26 °
    Sat
    27 °
    Sun
    28 °

    ସମ୍ବନ୍ଧିତ