Wednesday, May 27, 2026
39.1 C
Odisha

    ସୁରେଶ ପୂଜାରୀଙ୍କ ଉପରକୁ ଢେଲା ମାଡ଼, କନଷ୍ଟେବଲ ଆହତ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ରାଜସ୍ୱ ମନ୍ତ୍ରୀଙ୍କ କାରକେଡକୁ ଢ଼େଲାମାଡ କରିଛନ୍ତି ଦୁର୍ବତ୍ତ । ରାଇରଙ୍ଗପୁର ବିଶୋଇ ଅଭିମୁଖେ ରଜାସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯାଉଥିବାବେଳେ ତାଙ୍କ କାରକେଡ୍ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରୁଥିଲେ ମନ୍ତ୍ରୀ । ଢେଲା ମାଡ଼ରେ କନଷ୍ଟେବଲ ଆହତ ହୋଇଛନ୍ତି ।

    ପଥରମାଡ଼ କିଏ ଓ କେଉଁ ଉଦ୍ଦେଶ୍ୟ ରଖି କରିଛି ତାହା ସ୍ପଷ୍ଟ ହୋଇ ନାହିଁ । ଢେଲା ମାଡ଼ରେ ଆହତ କନଷ୍ଟେବଲଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    39.1 ° C
    39.1 °
    39.1 °
    24 %
    4.4kmh
    83 %
    Wed
    40 °
    Thu
    46 °
    Fri
    44 °
    Sat
    42 °
    Sun
    42 °

    ସମ୍ବନ୍ଧିତ