Monday, October 5, 2026
22.4 C
Odisha

    ଖୁବଶୀଘ୍ର ବାପାଙ୍କ ଦେଶକୁ ଫେରିବି: ସୁନୀତା ୱିଲିଅମ୍ସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାକାଶରେ ୯ମାସ ଫଶି ରହିବାପରେ ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍‌ମୋର ନିକଟରେ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି  ସୁନୀତା ମହାକାଶ ଯାତ୍ରାକୁ ନେଇ ନିଜର ଅନୁଭବ ସେୟାର କରିଥିବା ବେଳେ ଭାରତକୁ ତାଙ୍କ ବାପାଙ୍କ ଦେଶ ବୋଲି କହିଛନ୍ତି।ଭାରତ ବିଷୟରେ ଆଲୋଚନା କରି ସୁନୀତା କହିଥିଲେ ‘ମୁଁ ଆଶା କରୁଛି ଏବଂ ମୁଁ ନିଶ୍ଚିତ ଯେ ମୁଁ ମୋ ବାପାଙ୍କ ଦେଶକୁ ଫେରିବି ଏବଂ ଲୋକମାନଙ୍କୁ ଭେଟିବି। ମୁଁ ଇସ୍ରୋ ମିସନରେ ଯାଉଥିବା ଭାରତୀୟ ମହାକାଶଚାରୀମାନଙ୍କ ବିଷୟରେ ଜାଣିବାକୁ ଖୁବ ଆଗ୍ରହୀ। ଏଥିସହିତ ଇସ୍ରୋ ସହିତ ମହାକାଶରେ ମୋର ଅଭିଜ୍ଞତା କିପରି ଥିଲା ତାହା ବାଣ୍ଟିବାକୁ ଇଚ୍ଛୁକ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ