Saturday, March 21, 2026
19 C
Odisha

    ଖୋଲିଲା ମଝି ଘରିଆଣୀଙ୍କ ହୁଣ୍ଡି, କଡ଼ା ସୁରକ୍ଷା ଭିତରେ ଚାଲିଛି ଟଙ୍କା ଗଣନା

    ଆଗକୁ ପଢନ୍ତୁ

    ରାୟଗଡ଼ା : ଖୋଲିଲା ମଝି ଘରିଆଣୀଙ୍କ ହୁଣ୍ଡି । କଡ଼ା ସୁରକ୍ଷା ଭିତରେ ଚାଲିଛି ଟଙ୍କା ଗଣନା । ରାୟଗଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ହୁଣ୍ଡି ୬ ମାସ ୧୨ ଦିନ ପରେ ଖୋଲାଯାଇଛି । ସୁରକ୍ଷା ପାଇଁ ମନ୍ଦିର ପରିସରରେ ପୋଲିସ ସହିତ ଜଣେ ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଛି । ମନ୍ଦିର ପରିଚାଳନା କମିଟିରେ ସମସ୍ତ ନିର୍ଦ୍ଦେଶକ, ଅଧ୍ୟକ୍ଷ, ୟୁନିଅନ୍ ବ୍ୟାଙ୍କ୍ ର କର୍ମଚାରୀଙ୍କ ସମେତ ୨୦୦ ଜଣ ଟଙ୍କା ଗଣିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ହୁଣ୍ଡିରୁ ଟଙ୍କା ସହିତ, ସୁନା ଅଳଙ୍କାର ଓ ବିଦେଶୀ ଟଙ୍କା ବି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ