Friday, March 27, 2026
38.5 C
Odisha

    ଗଛକୁ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

    ଆଗକୁ ପଢନ୍ତୁ

    ଢେଙ୍କାନାଳ  :  ଗଛକୁ ପିଟିଲା ବସ୍ ।  ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ ।  ୨ ଆହାତ ମେଡିକାଲରେ ଭର୍ତ୍ତି ।  ଢେଙ୍କାନାଳ – କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ଏକ ନାଇଟ୍ କୋଚ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଭୋର ୪ଟା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ବସ୍।

    ବସ ଟି ୫୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା ।  ହେଲପର ଓ ଜଣେ ଯାତ୍ରୀ ଆହାତ ହୋଇଥିବା ବେଳେ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.5 ° C
    38.5 °
    38.5 °
    14 %
    1.6kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    40 °
    Tue
    39 °

    ସମ୍ବନ୍ଧିତ