Wednesday, April 8, 2026
37.8 C
Odisha

    ଗଠନ ହେଉ ପୁରୁଷ କମିସନ : ଆଧ୍ୟାତ୍ମିକ ଗୁରୁ ବାବା ବଳିଆ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗଠନ ହେଉ ପୁରୁଷ କମିସନ। ପୁରୁଷ ନିର୍ଯାତନା ବଢିଚାଲିଥିବା ବେଳେ ପୁରୁଷ କମିସନ ଗଠନ ନିହାତି ଜରୁରୀ ବୋଲି କହିଛନ୍ତି ଆଧ୍ୟାତ୍ମିକ ଗୁରୁ ବାବା ବଳିଆ। ମହିଳା କମିଶନ ସ୍ଵାଗତ ଯୋଗ୍ୟ। କିନ୍ତୁ ମହିଳା କମିଶନ ଯୋଗୁଁ ପୁରୁଷ ନିର୍ଯାତନା ବଢ଼ି ଚାଲିଛି। ତେଣୁ ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ। ଏହାସହ ଅବହେଳିତ ଓ ନିର୍ଯାତିତ ବୁଢ଼ା ବାପାମାଆଙ୍କ ପାଇଁ ପିତୃମାତୃ କମିଶନ ମଧ୍ୟ ଆଜି ଜରୁରୀ ବୋଲି ସେ କହିଛନ୍ତି। ଏଥିପାଇଁ ଆବଶ୍ୟକ ହେଲେ ସେ ସୁପ୍ରିମକୋର୍ଟ ଯିବେ ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ବାବା ବଳିଆ। ସେହିପରି ବିଧବା ମହିଳାଙ୍କୁ ମୁଖ୍ୟ ସ୍ରୋତକୁ ଆଣି ମାଙ୍ଗଳିକ କାର୍ଯ୍ୟରେ ସାମିଲ କରିବା ଉପରେ ସେ ଜୋର ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ